Home » photogallery » entertainment » FARHAN AKHTAR WISHES GIRLFRIEND SHIBANI DANDEKAR SHARED A ROMANTIC PHOTO ON BIRTHDAY 2LPD 270821

ଗାର୍ଲଫ୍ରେଣ୍ଡ ଶିବାନୀଙ୍କ ଜନ୍ମ ଦିନରେ ରୋମାଣ୍ଟିକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଅଭିନେତା ଫରହାନ ଅଖତର

ବଲିଉଡର ହ୍ୟାଣ୍ଡସମ ଆକ୍ଟର ଫରହାନ ଅଖତର ଦୀର୍ଘ ସମୟରୁ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ସେ ତାଙ୍କ ପୂର୍ବତନ ପତ୍ନୀ ଅଧୁନା ଭବାନୀଙ୍କ ଠାରୁ ଅଲଗା ହେବା ପର ଠାରୁ ଶିବାନୀଙ୍କୁ ଡେଟ୍ କରୁଛନ୍ତି ।

  • |