ଆଜିକାଲି ବିବାଦରେ ଥିବା ବାଂଲାଦେଶୀ ଅଭିନେତ୍ରୀ ପୋରି ମୋନି ପ୍ରଥମେ ଢାକାସ୍ଥିତ ଏକ ବୋଟ୍ କ୍ଲବରେ ତାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଏକ ମାମଲା ରୁଜୁ ହୋଇଥିଲା ଓ ତାହା ପୋଲିସର ସବୁଠାରୁ ବଡ ଶାଖା ରାପିଡ୍ ଆକ୍ସନ୍ ବାଟାଲିଅନକୁ (RAB) ହସ୍ତାନ୍ତର କରାଯାଇଥିଲା। ତା’ ପରେ ପୋଲିସ କେବଳ ପୋରି ମୋନିଙ୍କୁ ଗିରଫ କରିଥିଲା ।