Home » photogallery » entertainment » EVEN AT 52 JENNIFER LOPEZ BEAUTY IS LOVED BY FANS3A 1AD 180921

୫୨ ବର୍ଷ ବୟସରେ ବି ଗାୟିକା ଜେନିଫର୍ ଲୋପେଜ୍ ଏଡ଼େ ସୁନ୍ଦରୀ; ଫ୍ୟାନ୍‌ମାନଙ୍କ ହୃହୟରେ ରହିଛନ୍ତି

ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ଜେନିଫର୍ ଲୋପେଜ୍ ତାଙ୍କର ଗୋଟିଏ ଗୀତର କଭର ଆର୍ଟରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଫଟୋ ଉଠାଇଥିଲେ । ଏହାର ଉଦ୍ଦେଶ୍ୟ ତାଙ୍କ ଗୀତର ପ୍ରମୋସନ୍‌ ଥିଲା, କିନ୍ତୁ ପ୍ରଶଂସକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କର ଚିତ୍ତାକର୍ଷକ ଅଙ୍ଗ ସୌଷ୍ଠବ ।

  • |

തത്സമയ വാര്‍ത്തകള്‍