Home » photogallery » entertainment » DEEPIKA PADUKONE SHARE GLAM PICS RANVEER SINGH SAYS DEATH HI HO GAI 2LPD 031221

ଦୀପିକାଙ୍କୁ ବ୍ଲାକ ଆଉଟଫିଟ୍‌ରେ ଦେଖି ପୁଣି ଥରେ ହୃଦୟ ହାରିଲେ ସ୍ବାମୀ ରଣବୀର ସିଂ

ବଲିଉଡର ପଦ୍ମାବତୀ ଦୀପିକା ପାଦୁକୋନ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତି । ସେ ଫ୍ୟାନ୍ସଙ୍କ ପାଇଁ ପ୍ରାୟତଃ ନିଜର ସେକ୍ସି ଆଣ୍ଡ ବୋଲ୍ଡ ଫଟୋ, ଭିଡିଓ ଶେୟାର କରୁଥିବାର ନଜର ଆସନ୍ତି । ଯାହାକୁ ଦେଖି ଫ୍ୟାନ୍ସ ନିଜ ହୃଦୟ ହାରି ଦିଅନ୍ତି । ଖାଲି ଫ୍ୟାନ୍ସ ନୁହେଁ ତାଙ୍କ ସ୍ବାମୀ ତଥା ବଲିଉଡର ଖିଲଜି ରଣବୀର ସିଂ ମଧ୍ୟ ଦୀପିକାଙ୍କ ଫଟୋରେ ରୋମାଣ୍ଟିକ କମେଣ୍ଟ କରୁଥିବାର ନଜର ଆସନ୍ତି । ଏଥର ମଧ୍ୟ ଦୀପିକାଙ୍କ ଅଲ୍ ବ୍ଲାକ୍ ଲୁକ ଦେଖି ଦିୱାନା ହୋଇଯାଇଛନ୍ତି ସେ ।

  • |

തത്സമയ വാര്‍ത്തകള്‍