Home » photogallery » entertainment » BOLLYWOOD WHY LATA MANGESHKAR DID NOT MARRIED 3SSD 06022022

କାହିଁକି ବିବାହ କରିନଥିଲେ ଲତା ମଙ୍ଗେସକର; କିଛି ଏମିତି ଜବାବ ରଖିଥିଲେ ଲତା ଦିଦି

ମଧ୍ୟବିତ୍ତ ମରାଠା ପରିବାରରେ ଜନ୍ମଗ୍ରହଣ କରିଥିବା ଲତା ମଙ୍ଗେଶକର ଏକାକୀ ଜୀବନ ବିତାଉଥିଲେ। ପାଞ୍ଚ ଭାଇଭଉଣୀଙ୍କଠାରୁ ବଡ଼ ହୋଇ ମଧ୍ୟ ସେ ବିବାହ କରିନଥିଲେ, କାହିଁକି ଏପରି କଲେ, ସେ ନିଜେ ଏହାକୁ ପ୍ରକାଶ କରିଥିଲେ।

  • |