Home » photogallery » entertainment » BOLLYWOOD THOSE CELEBRITY IN MANISH MALHOTRA BIRTHDAY PARTY PHOTOS GOES VIRAL 2LPD 061222

ଫେମସ ଡିଜାଇନର ମନୀଷ ମଲହୋତ୍ରାଙ୍କ ବର୍ଥଡେ ପାର୍ଟିରେ ଚହଳ ସୃଷ୍ଟି କଲେ ଏହି ସେଲିବ୍ରିଟି

Manish Malhotra Birthday: ବଲିଉଡର ଫେମସ ଡିଜାଇନର ମନୀଷ ମଲହୋତ୍ରା ନିଜ ଜନ୍ମଦିନକୁ ସୋମବାର ଦିନ ପାଳନ କରିଥିଲେ। ତାଙ୍କ ବର୍ଥଡେ ପାର୍ଟିରେ କରୀନା କପୁରଙ୍କ ସମେତ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ, ନିର୍ଦ୍ଦେଶକ କରନ ଜୋହର, ଅଭିନେତ୍ରୀ ଜାହ୍ନବୀ କପୁର, କ୍ରିତି ସାନନ ଏବଂ ବହୁ ବଲିଉଡ ସେଲିବ୍ରିଟି ପହଞ୍ଚିଥିଲେ। ତେବେ ନଜର ପକାନ୍ତୁ ଏହି ଫେମସ ସେଲିବ୍ରିଟିଙ୍କ ଉପରେ...

  • |

തത്സമയ വാര്‍ത്തകള്‍