ଯଦି ଆପଣ ଏହି ଅଭିନେତା ଜଣକଙ୍କୁ ଚିହ୍ନି ପାରୁ ନାହାନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆମେ ଆପଣଙ୍କୁ କହିବୁ ଏହି କୁନି ପୁଅଟି କିଏ। ଫଟୋରେ ନଜର ଆସୁଥିବା ଏହି କୁନି ପୁଅଟି ଆଉ କେହି ନୁହେଁ ଏ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ ହଙ୍କ୍ ଅଭିନେତା ହ୍ରିତିକ ରୋଶନ। ଆପଣ ମାନେ ସମସ୍ତେ ହ୍ରିତିକଙ୍କୁ ଅନେକ ସୁପରହିଟ ଫିଲ୍ମରେ ଦେଖିଥିବେ। ହ୍ରିତିକ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।