Home » photogallery » entertainment » BOLLYWOOD SONU SOOD BIRTHDAY TODAY HE IS NOT ONLY GENEROUS PERSON BUT HE IS ROMANTIC ALSO 3SSD 300721

Birthday Special: ମାତ୍ର ୨୧ ବର୍ଷ ବୟସରେ ପ୍ରେମରେ ପଡ଼ିଥିଲେ ବଲିଉଡ଼ ଅଭିନେତା ସୋନୁ ସୁଦ

କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ବଲିଉଡ଼ ଅଭିନେତା ସୋନୁ ସୁଦ। ପ୍ରକୃତରେ ସୋନୁ ଜଣେ ଭଲ ମଣିଷ ସହ ଜଣେ ସହୃଦୟବାନ ବ୍ୟକ୍ତି ମଧ୍ୟ। ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବାବଦରେ କିଛି ଅଜଣା କଥା ।

  • |