Home » photogallery » entertainment » BOLLYWOOD JANNAT GIRL ACTRESS SONAL CHAUHAN 1AD 170521

ବଲିଉଡ୍‌ର ଚୁଲ୍ବୁଲି ହିରୋଇନ୍ ସୋନାଲ୍ ଚୌହାନ ‘ଜନ୍ନତ୍ ଗର୍ଲ’ ନାଁରେ ଜଣାଶୁଣା; ପ୍ରଥମ ଫିଲ୍ମ ହିଟ୍ ଥିଲା

Bollywood's Jannat Girl Sonal Chauhan photos | ଅଭିନେତ୍ରୀ ସୋନାଲ୍ ଚୌହାନ୍ ପ୍ରଥମେ ହିମେଶ ରେଶମିଆଙ୍କ ଆଲବମ୍ ‘ଆପ୍ କା ସୁରୁର୍’ରେ ଅଭିନୟ କରିଥିଲେ । ତା’ ପରେ ସେ ଫିଲ୍ମ ‘ଜନ୍ନତ୍’ରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଏକ ରାଜ ପରିବାରର ଅଂଶ ।

  • |