Home » photogallery » entertainment » BOLLYWOOD FARHAN AKHTAR SHIBANI DANDEKAR WEDDING NOR HINDU WEDDING NEITHER NIKAH KNOW HOW THEY WILL GET MARRIED 3SSD 18022022

ନେବେନି ସାତ ଫେରା, କହିବେନି କୁବୁଲ ହେ; ଅଜବ ଢ଼ଙ୍ଗରେ ବିବାହ କରିବେ ଶିବାନୀ-ଫରହାନ

ଫରହାନ୍ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲାର ବିଳାସପୂର୍ଣ୍ଣ ଫାର୍ମ ହାଉସରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।ଉଭୟ ନିଜ ବିବାହକୁ ଏକ ଭିନ୍ନ ଢ଼ଙ୍ଗରେ କରିବାକୁ ଚିନ୍ତା କରିଛନ୍ତି, ଯାହାକୁ ଲୋକମାନେ ସର୍ବଦା ମନେ ରଖିବେ।

  • |