Home » photogallery » entertainment » BOLLYWOOD AND TV ARTISTS WISH FANS BY ESTABLISH IDOLS OF GANPATI BAPPA AT HOME 2LPD 110921

ଘରେ ଗଣେଶ ଚତୁର୍ଥୀ ପାଳନ କଲେ ଟିଭିରୁ ନେଇ ବଲିଉଡ ସେଲିବ୍ରିଟି; ଭାଇରାଲ ହେଉଛି ଫଟୋ...

ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି ଗଣେଶ ପୂଜା । ମୁମ୍ବାଇରେ ୧୦ ଦିନ ପର୍ଯ୍ୟନ୍ତ ଖୁବ୍ ଧୁମଧାମରେ ପାଳନ କରାଯାଏ ଏହି ଉତ୍ସବ । ଏହି ଉତ୍ସବରୁ ବାଦ ପଡ଼ିନାହାଁନ୍ତି ବଲିଉଡ ସେଲିବ୍ରିଟିମାନେ । ନିଜ ନିଜ ଘରେ ଗଣପତି ବାପ୍ପାଙ୍କୁ ପୂଜା କରୁଥିବାର ନଜର ଆସିଛନ୍ତି ଷ୍ଟାର୍ସ । ଏହା ସହ ଫ୍ୟାନ୍ସଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

  • |