Home » photogallery » entertainment » BOLLYWOOD ACTRESSES WHO CANNOT SPEAK HINDI JACQUELINE FERNANDEZ SUNNY LEONE KATRINA KAIF NORA 3SSD 29042022

ଏବେ ବି ଶୁଦ୍ଧ ହିନ୍ଦୀ କହିପାରନ୍ତିନି ଏହି ବଲିଉଡ ଅଭିନେତ୍ରୀ; କହିବା ବେଳେ ଅଟକି ଯାଏ ପାଟି

ବଲିଉଡ ଚଳଚ୍ଚିତ୍ର ତାରକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଶ୍ରୀଲଙ୍କାର ଅଟନ୍ତି। ଅଭିନେତ୍ରୀଙ୍କ ହିନ୍ଦୀ କଥା ଭଲ ନୁହେଁ। ଏଭଳି ଅନେକ ବଲିଉଡ଼ ଅଭିନେତ୍ରୀଙ୍କ ବାବଦରେ ଜାଣନ୍ତୁ ଯେଉଁମାନେ ହିନ୍ଦୀରେ ସ୍ପଷ୍ଟ ଭାବେ କଥା କହିପାରନ୍ତି ନାହିଁ ।

  • |