ଜାହ୍ନବୀ କପୁରଙ୍କୁ ତାଙ୍କ ମା ତଥା କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରି ଷ୍ଟାଇଲ୍ ଶାଢ଼ୀରେ ଦେଖିବାକୁ ମିଳିଛି। ଏହି ଫଟୋଗୁଡ଼ିକରେ ଜାହ୍ନବୀ କପୁର ଏକ ଦେଶୀ ଅନ୍ଦାଜରେ ଦେଖାଯାଉଛନ୍ତି ଯେପରି ଶ୍ରୀଦେବୀ ତାଙ୍କ କେଶରେ ଗଜରା ଲଗାଇଥିଲେ ଝିଅ ଜାହ୍ନବୀ ମଧ୍ୟ ତାଙ୍କୁ ଫୋଲ କରି ଚର୍ଚ୍ଚାରେ ଅଛନ୍ତି। ୨୦୨୨ରେ ଜାହ୍ନବୀଙ୍କ ଏହି ଫଟୋଗୁଡ଼ିକ ବହୁତ ପସନ୍ଦ କରାଯାଇଛି।