Home » photogallery » entertainment » BOLLYWOOD ACTRESS SARA ALI KHANS HINDU FESTIVE LOOK IN MAHASHIVARATRI

ମହାଦେବଙ୍କ ପ୍ରେମରେ ସାରା ଅଲ୍ଲୀ ଖାନ୍: ଲୋକେ କହିଲେ ମୁସଲମାନ

ସାରା ଅଲି ଖାନ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ଭଗବାନ ଶିବଙ୍କ ଉପରେ ଗଭୀର ବିଶ୍ୱାସ ରଖିନ୍ତି। ସେ ଏହାକୁ ପ୍ରକାଶ କରିବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ । ସାରା ମହାଶିବରାତ୍ରୀ ଅବସରରେ ମହାଦେବଙ୍କୁ ଦର୍ଶନ କରି ଇନଷ୍ଟାଗ୍ରାମରେ ଦର୍ଶନ ସମୟର ଫଟୋ ସେୟାର କରିଥିଲେ । ସେ ବେକରେ ଓଢ଼ଣୀ ପକାଇବା ସହ କପାଳରେ ଚନ୍ଦନ ଟିକା ଲଗାଇଥିଲେ, ସୋସଆଲ ମିଡିଆରେ ଫଟୋ ଦେଖିବା ପରେ କିଛି ଲୋକ ସାରାଙ୍କୁ ନେଇ ଟ୍ରୋଲ କରିବା ଆରମ୍ଭ କରିଥିଲେ।

  • |

തത്സമയ വാര്‍ത്തകള്‍