Home » photogallery » entertainment » BOLLYWOOD ACTRESS MALAIKA ARORA NEW PHOTOS GOES VIRAL ON SOCIAL MEDIA 2LPD 291122

ରେଡ ଆଉଟଫିଟରେ ଦେଖିବାକୁ ମିଳିଲା ମଲାଇକାଙ୍କ ଜଲୱା; ଫ୍ୟାନ୍ସ କହିଲେ ବାଃ ବାଃ

ମଲାଇକା ଆରୋରାଙ୍କ ସେକ୍ସି ଅନ୍ଦାଜ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଯେତେବେଳେ ବି ଅଭିନେତ୍ରୀ ଯେକୌଣସି ଡ୍ରେସ ପିନ୍ଧନ୍ତି, ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କ ନିଜ ନଜର ହଟାଇ ପାରନ୍ତି ନାହିଁ। ଏଥର ମଲାଇକା ରେଡ ରଙ୍ଗର ଗାଉନ୍ ପିନ୍ଧି ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାଙ୍କ ବୋଲ୍ଡ ଆଣ୍ଡ ସେକ୍ସି ଅନ୍ଦାଜ।

  • |

തത്സമയ വാര്‍ത്തകള്‍