ମଲାଇକା ଆରୋରାଙ୍କ ସେକ୍ସି ଅନ୍ଦାଜ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଯେତେବେଳେ ବି ଅଭିନେତ୍ରୀ ଯେକୌଣସି ଡ୍ରେସ ପିନ୍ଧନ୍ତି, ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କ ନିଜ ନଜର ହଟାଇ ପାରନ୍ତି ନାହିଁ। ଏଥର ମଲାଇକା ରେଡ ରଙ୍ଗର ଗାଉନ୍ ପିନ୍ଧି ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାଙ୍କ ବୋଲ୍ଡ ଆଣ୍ଡ ସେକ୍ସି ଅନ୍ଦାଜ। ସୋସିଆଲ ମିଡ଼ିଆରେ ମଲାଇକାଙ୍କର ଏହି ରେଡ ଡ୍ରେସ୍ ଲୁକର ଫଟୋ ଭାଇରାଲ ହେବାରେ ଲାଗିଛି। ମଲାଇକା ଆରୋରାଙ୍କର ନୂଆ ଲୁକର ଫଟୋ ଦେଖନ୍ତୁ ଯେଉଁଥିରେ ତାଙ୍କୁ ଏକ ଗ୍ଲାମରସ୍ ଲୁକରେ ଦେଖିବାକୁ ମିଳିଛୁ। ଏହି ଫଟୋଗୁଡ଼ିକରେ, ମଲାଇକା ଆରୋରା ରେଡ ଗାଉନ୍ ପିନ୍ଧି କ୍ୟାମେରା ଆଗରେ ପୋଜ୍ ଦେଇଥିଲେ। ଫଟୋଗୁଡ଼ିକରେ ମଲାଇକା ଏକ ହାଇ ଥାଇ ସ୍ଲିଟ୍ ଗାଉନ୍ ପିନ୍ଧିଛନ୍ତି। ମଲାଇକା ଏହି ଗାଉନ୍ ପିନ୍ଧି କ୍ୟାମେରା ଆଗରେ ପୋଜ୍ ଦେଉଥିବାର ନଜର ଆସୁଛନ୍ତି, ସମସ୍ତେ ତାଙ୍କ ଲୁକ୍ ବିଷୟରେ ଆଲୋଚନା କରୁଛନ୍ତି। ଏହି ଫଟୋଗୁଡ଼ିକରେ ମଲାଇକାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି। ମଲାଇକା ଆରୋରା ଏହି ରେଡ଼ ଗାଉନ୍ ପିନ୍ଧି ACE Business & Influencer Awardsରେ ପହଞ୍ଚିଥିଲେ। ରେଡ କାର୍ପେଟରେ ପହଞ୍ଚିବା ପରେ ଅଭିନେତ୍ରୀ ଏକରୁ ଅଧିକ ପୋଜ୍ ଦେଇଥିଲେ। ଏହି ଫଟୋଗୁଡ଼ିକରେ, ମଲାଇକା ଆରୋରା କେତେବେଳେ ନିଜ କେଶ ସହିତ ଲାଗୁଛନ୍ତି ତ ଆଉ କେତେବେଳେ କ୍ୟାମେରା ଆଗରେ, ନିଜଶ ଶାନଦାର ଜଲୱା ଦେଖାଉଥିବାର ନଜର ଆସୁଛନ୍ତି। ତାଙ୍କ ଲୁକ ସମ୍ପୂର୍ଣ୍ଣ କରିବା ପାଇଁ, ମଲାଇକା ହାଲୁକା ମେକଅପ୍ ସହିତ ଖୋଲା କେଶରେ ଦେଖାଯାଉଛନ୍ତି। ମଲାଇକା ଆରୋରାର ଏହି ହଟ ଲୁକର ଫଟୋ ଭାଇରାଲ ହେବାରେ ଲାଗିଛି, ଏହି ଫଟୋଗୁଡ଼ିକରେ ଅଭିନେତ୍ରୀ ଗ୍ଲାମରର ଏକ ସ୍ପର୍ଶ ଯୋଡିଛନ୍ତି ଯେ ପ୍ରଶଂସକଙ୍କ ଆଖି ତାଙ୍କ ଫଟୋରୁ ହଟିପାରୁନାହିଁ।