Home » photogallery » entertainment » BOLLYWOOD ACTRESS LOOK BEAUTUFUL IN BLACK DRESS SEE PHOTOS 2LPD 171222

ବ୍ଲାକ ଆଉଟଫିଟରେ ଦେଖନ୍ତୁ ବଲିଉଡ ସୁନ୍ଦରୀଙ୍କ ଜଲୱା; ଆପଣ ବି କହିବେ ବାଃ ବାଃ

ଦୀପିକା ପାଦୁକୋନ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ଜାହ୍ନବୀ କପୁର, କ୍ୟାଟ୍ରିନା କୈଫ ଏବଂ ରଶ୍ମିକା ମନ୍ଦାନାଙ୍କ ପରି ଅଭିନେତ୍ରୀମାନେ ବ୍ଲାକ ଆଉଟଫିଟ ପିନ୍ଧିବାକୁ ବେଶ୍ ପସନ୍ଦ କରନ୍ତି। ଏମାନେ ପ୍ରାୟତଃ ଇନଷ୍ଟାଗ୍ରାମରେ ବ୍ଲାକ ଆଉଟଫିଟରେ ନିଜର ସୁନ୍ଦର ଫଟୋ ସେୟାର କରନ୍ତି।

  • |

തത്സമയ വാര്‍ത്തകള്‍