Home » photogallery » entertainment » BOLLYWOOD ACTOR JOHNNY LEVER BIOGRAPHY 2LPD 110223

କଲମ ବେପାରୀରୁ ବଲିଉଡର ସୁପରଷ୍ଟାର; କମେଡିଆନ ଜନି ଲିଭରଙ୍କ ସଂଘର୍ଷର କାହାଣୀ

ବଲିଉଡର ଫେମସ କମେଡିଆନ ଜନି ଲିଭର (Johnny lever) ଆଜି କାହାର ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି। ସେ ଯାହା ବି କରିଛନ୍ତି ନିଜ ଦମରେ କରିଛନ୍ତି। ସେ କେବେ ସ୍ବପ୍ନରେ ବି ଭାବିନଥିଲେ ବଲିଉଡର ଲୋକପ୍ରିୟ କଳାକାର ସାଜିପାରିବେ। ତାଙ୍କ ପିରଶ୍ରମ ହି ଆଜି ତାଙ୍କୁ ଏହି ସଫଳତା ଦେଇଛି।

  • |

തത്സമയ വാര്‍ത്തകള്‍