Home » photogallery » entertainment » BOBBY DARLING SAYS I WANT TO WORK AS WOMAN NOW NOT READY TO PLAY GAY 2LPD 060122

ଇମୋସନାଲ ନଜର ଆସିଲେ ବବି ଡାର୍ଲିଂ; ଅନେକ ଭୂମିକାରେ କାମ କରିବା ପରେ ଏବେ ମିଳୁନି ଫିଲ୍ମ

ଫେମସ ସେଲିବ୍ରିଟି ବବି ଡାର୍ଲିଂ ଦୀର୍ଘ ସମୟରୁ ସିନେମାଠାରୁ ଦୂରରେ ଅଛନ୍ତି । ଅନେକ ଚଳଚ୍ଚିତ୍ରରେ ସମଲିଙ୍ଗୀ ଭୂମିକାରେ ଅଭିନୟ କରିବା ପରେ, ବର୍ତ୍ତମାନ ସେ କାମ କରୁନାହାଁନ୍ତି। ଏହା କାହିଁକି ଘଟୁଛି ସେ ନିଜେ ପ୍ରକାଶ କରିଛନ୍ତି। ବବି ଡାର୍ଲିଂ ଶେଷ ଥର ପାଇଁ ୨୦୧୪ରେ 'ହସି ତୋ ଫସି' ଓ 'ଦ ସାଟରଡେ ନାଇଟ' ଫିଲ୍ମରେ ନଜର ଆସିଥିଲେ ।

  • |
)}