Home » photogallery » entertainment » BIGG BOSS OTT DAY 17 HIGHLIGHTS HOUSE HAVE AN INTERESTING TWIST AND NOMINATIONS IN THE BB HOUSE 2LPD 250821

Bigg Boss OTT: ପ୍ରତିଯୋଗୀ ମଧ୍ୟରେ ଦେଖିବାକୁ ମିଳିଲା ଟ୍ବିଷ୍ଟ, ଶମିତାଙ୍କୁ କିସ୍ କରି ଚର୍ଚ୍ଚାରେ ରାକେଶ

ବିଗ୍ ବସ ଓଟିଟିର ୧୭ତମ ଦିନ ବିଗ ବସ୍ ହାଉସରେ ବହୁତ ଆକର୍ଷଣୀୟ ଥିଲା । ଶମିତା ଶେଟ୍ଟୀ, ରାକେଶ ବାପଟଙ୍କ ମର୍ଣ୍ଣିଂ କିସରୁ ନେଇ ସୁଇମିଂ ପୁଲରେ ନେହା ଭସୀନ ଓ ମୁସ ଜଟ୍ଟନାଙ୍କ ମଜାମସ୍ତି ସହ ବହୁତ କିଛି ଦେଖିବାକୁ ମିଳିଥିଲା ।

  • |

ସାମ୍ପ୍ରତିକ ଖବର