Home » photogallery » entertainment » BIGG BOSS 15 SHAMITA SHETTY DESERVES TO TAKE THE TROPHY HOME KNOW THE REASON HERE 2LPD 280122

ଶମିତା ଶେଟ୍ଟୀ ସାଜିପାରନ୍ତି Bigg Boss 15 ବିଜେତା; ଜାଣନ୍ତୁ ‘ଶରାରା ଗର୍ଲ’ଙ୍କ ୫ଟି କ୍ବାଲିଟି ବିଷୟରେ

ରିୟାଲିଟି ଶୋ ବିଗ୍ ବସ୍‌ ୧୫ର ଗ୍ରାଣ୍ଡ ଫିନାଲେ ଆଉ ଦୁଇ ଦିନ ପରେ ହେବାକୁ ଯାଉଛି। ଟପ୍ ଛଅ ଲିଷ୍ଟରେ ସାମିଲ ଅଛନ୍ତି ଶମିତା ଶେଟ୍ଟୀ, କରନ କୁନ୍ଦ୍ରା, ତେଜସ୍ବୀ ପ୍ରକାଶ, ପ୍ରତୀକ ସହଜପାଲ, ରଶ୍ମୀ ଦେଶାଇ ଓ ନିଶାନ୍ତ ଭଟ୍ଟ। କାହିଁକି ଏହି ସିଜନରେ ଶମିତାଙ୍କର ଜିତିବାର ସୁଯୋଗ ଅଛି ଆସନ୍ତୁ ଜାଣିବା।

  • |