ଦୀପାବଳିକୁ ଦୁଇ ଦିନ ପୂରଣ ହୋଇସାରିଲାଣି । ହେଲେ ଏହାର ସେଲିବ୍ରେଶନ କାହାରି ମୁଣ୍ଡରୁ ବାହାରିନାହିଁ । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ମଧ୍ୟ ଏହି ଅବସରରେ ସୋସିଆଲ ମିଡ଼ିଆରେ ନିଜ ନିଜର ଫଟୋ, ଭିଡିଓ ପୋଷ୍ଟ କରିବାରେ ଲାଗିଛନ୍ତି । ଆଉ ଏଥରୁ ବାଦ ପଡ଼ିନାହାଁନ୍ତି ସୁନ୍ଦରୀ ଅଭିନେତ୍ରୀ ଭୂମି ପେଡନେକର ।