Home » photogallery » entertainment » BHUMI PEDNEKAR DIWALI PICS ACTRESS FLAUNT HER TIL 2LPD 061121

ଦିୱାଲୀ ଅବସରରେ ଫ୍ୟାନ୍ସଙ୍କୁ ସୋସିଆଲ ମିଡ଼ିଆରେ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଭୂମି

ଅଭିନେତ୍ରୀ ଭୂମି ପେଡନେର ଦୀପାବଳି ଅବସରରେ ନିଜର ଫେଭରେଟ ଲେହେଙ୍ଗା ଚୋଲି ପିନ୍ଧିଥିଲେ । ଯେଉଁଥିରେ ତାଙ୍କ ସୁନ୍ଦର ଅବତାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାଙ୍କ ଲେହେଙ୍ଗା ଚୋଲି ଫଟୋ ।

  • |