ଭୋଜପୁରୀ ଅଭିନେତ୍ରୀ ତ୍ରିଶାକାର ମଧୁ ଏମଏସଏସ ଭାଇରାଲ ହେବା ପରେ ରାତିରାତି ଚର୍ଚ୍ଚାରେ ଆସିଥିଲେ । ଚର୍ଚ୍ଚାରେ ଆସିବା ପରେ ସେ ଅନେକ ସମାଲୋଚନାର ଶିକାର ହୋଇଥିଲା । ସେ ଘରୁ ବାହାରକୁ ମଧ୍ୟ ବାହାରି ପାରୁନଥିଲେ । ଏବେ ଦେଖନ୍ତୁ ତାଙ୍କର କିଛି ସେକ୍ସି ଫଟୋ… ୧୯୯୪ରେ କୋଲକାତାରେ ଜନ୍ମ ହୋଇଥିବା ତ୍ରିଶାକାର ମଧୁଙ୍କ ପିଲାଦିନ କୋଲକାତାରେ ବିତାଇଥିଲା । ସେ ସେଠାରୁ ପ୍ରାଥମିକ ଶିକ୍ଷା ନେଇଥିଲେ । ଏହା ସହିତ ସେ ତାଙ୍କ ଘରର ବଡ଼ ଝିଅ । ତାଙ୍କର ଏକ ସାନ ଭଉଣୀ ମଧ୍ୟ ଅଛିନ୍ତି । ତ୍ରିଶାକାର ମଧୁ ଏକ ମଧ୍ୟବିତ୍ତ ପରିବାରର । ସେ ପିଲାଦିନରୁ ଡ୍ୟାନ୍ସ କରିବାକୁ ଭଲ ପାଉଥିଲେ । ତେଣୁ, ସେ ବଡ଼ ହେବା ପରେ କଥକ ନୃତ୍ୟରେ ଡିଗ୍ରୀ ହାସଲ କରିଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ, ସେ ଅଧ୍ୟୟନ ସମୟରେ ଜଣେ ଅପରାଧିକ ସାଇକୋଲୋଜିଷ୍ଟ ହେବାକୁ ଚାହୁଁଥିଲେ, କିନ୍ତୁ ପରେ ସେ ମଡେଲିଂ ଆଡ଼କୁ ମୁହାଁଇଥିଲେ। ତ୍ରିଶାକାର ମଧୁଙ୍କ ପିଲାଦିନରେ ତାଙ୍କ ଘରର ଅବସ୍ଥା ଭଲ ନଥିଲା। ସେଥିପାଇଁ ସେ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ସକ୍ଷମ ହୋଇଥିଲେ । ପରେ, ନୃତ୍ୟ ଶିଖି ଷ୍ଟେଜ୍ ଶୋ କରିବା ଆରମ୍ଭ କରିଥିଲେ । ଅଭିନେତ୍ରୀ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପୂର୍ବରୁ ଅନେକ ଷ୍ଟେଜ୍ ଶୋ ମଧ୍ୟ କରିଛନ୍ତି । ଏଥି ସହିତ ଯେତେବେଳେ ସେ ଭୋଜପୁରୀରେ ଏକ ମ୍ୟୁଜିକ୍ ଭିଡିଓ ସହିତ ଡେବ୍ୟୁ କରିଥିଲେ। ସେହି ସମୟରେ ତାଙ୍କୁ ମିଳିଥିଲା ଗୋଟିଏ ହିଟ୍ ଗୀତ ଭିଡିଓରେ କାମ କରିବାର ସୁଯୋଗ । ଭୋଜପୁରୀ ସିନେମାକୁ ଆସିବା ପରେ ଅଭିନେତ୍ରୀ ଅରବିନ୍ଦ ଅକେଲା କାଲ୍ଲୁ, ରାକେଶ ମିଶ୍ର, ଖେସରୀ ଲାଲ ଯାଦବ ଓ ପୱନ ସିଂଙ୍କ ଭଳି ଷ୍ଟାରଙ୍କ ସହ କାମ କରିଛନ୍ତି । ଏହି ଅଭିନେତ୍ରୀ ଛୋଟ ପରଦା 'ହମ୍ ହୈଁ ହିନ୍ଦୁସ୍ତାନୀ'ରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହା ପରେ ସେ ୧୯୯୯ରେ ତାମିଲ ଚଳଚ୍ଚିତ୍ର 'ଯୋଡି'ରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ MMS ଭାଇରାଲ୍ ହେବା ପରେ ତ୍ରିଶାକାର ମଧୁ ଚର୍ଚ୍ଚାର ବିଷୟ ପାଲଟିଥିଲେ । ସେ ଖୁବ୍ ଶୀଘ୍ର ମୁଖ୍ୟ ଅଭିନେତ୍ରୀ ରୂପେ ଭୋଜପୁରୀ ଫିଲ୍ମ 'ନମକ ହରାମ' ନଜର ଆସିବେ ।