ଲରେନଙ୍କ ଫଟୋ ଦେଢ଼ ଲକ୍ଷରୁ ଅଧିକ ଲାଇକ୍ ପାଇଛି । ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରୁଛନ୍ତି ଓ ଶେୟାର ମଧ୍ୟ କରୁଛନ୍ତି । ଇତିମଧ୍ୟରେ ଜଣେ ଉପଭୋକ୍ତା ତାଙ୍କ ବିକିନି ଲୁକ୍ ଦ୍ୱାରା ପାଗଳ ହୋଇଯାଇଛନ୍ତି ତାଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ବ୍ୟକ୍ତି ଫଟୋରେ ଥିବା କମେଣ୍ଟ ବକ୍ସରେ ଲେଖିଛନ୍ତି, ‘‘ମୁଁ ତୁମକୁ ଭଲ ପାଏ ।’’