Home » photogallery » entertainment » BHOJPURI AMRAPALI DUBEY LOVE STORY WHEN SHE FELL IN LOVE WITH CLASSMATE 2LPD 211021

ଅଧୁରା ରହିଗଲା Amrapali dubeyଙ୍କ ବଚପନ କା ପ୍ୟାର୍; ଚତୁର୍ଥ ଶ୍ରେଣୀରେ ଦେଇ ବସିଥିଲେ ହୃଦୟ

Throwback: ଭୋଜପୁରୀ ଅଭିନେତ୍ରୀ ଆମରାପାଲି ଦୁବେଙ୍କ ଏକ ପୁରୁଣା ଭିଡିଓ ୟୁଟ୍ୟୁବରେ ଭାଇରାଲ ହେଉଛି। ଏଥିରେ ସେ ନିଜ ପିଲାଦିନର ପ୍ରେମ ଜୀବନ ବିଷୟରେ କହୁଥିବାର ନଜର ଆସୁଛନ୍ତି । ଏହି ସମୟରେ ସେ ତାଙ୍କର ପ୍ରଥମ ପ୍ରେମ ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି।

  • |

തത്സമയ വാര്‍ത്തകള്‍