Home » photogallery » entertainment » BHOJPURI ACTRESS SHWETA SHARMA SETS INTERNET ON FIRE WITH HER LATEST PHOTOS 2LPD 300322

ଶାଢ଼ୀ ପିନ୍ଧି ନିଜର ସେକ୍ସି ଜଲୱା ଦେଖାଇଲେ ଭୋଜପୁରୀ ଅଭିନେତ୍ରୀ; ଫଟୋ ଦେଖି ଅଟକିଗଲା ଫ୍ୟାନ୍ସଙ୍କ ନିଶ୍ବାସ

ଭୋଜପୁରୀ ଅଭିନେତ୍ରୀ ଶ୍ୱେତା ଶର୍ମା ସବୁଠାରୁ ସେକ୍ସି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଏହି ଅଭିନେତ୍ରୀ ଏବେ ପୁଣି ଥରେ ତାଙ୍କ ଦେଶୀ ଅନ୍ଦାଜ ପାଇଁ ଲାଇମଲାଇଟକୁ ଆସିଛନ୍ତି। ଶ୍ୱେତା ଶର୍ମା କମଳା ରଙ୍ଗର ଶାଢ଼ୀ ପିନ୍ଧି କିଛି ଫଟୋ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।

  • |

തത്സമയ വാര്‍ത്തകള്‍