Bhojpuri Actress Bold Photos: ଭୋଜପୁରୀ ଅଭିନେତ୍ରୀ ପୁନମ ଦୁବେ ତାଙ୍କ ବୋଲ୍ଡ ଲୁକ୍ ପାଇଁ ସୋସିଆଲ ମିଡ଼ିଆରେ ବେଶ୍ ଚହଳ ସୃଷ୍ଟି କରନ୍ତି। ପୁନମ ପ୍ରାୟତଃ ବିକିନି ଫଟୋ ଓ ମିନି ଡ୍ରେସ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦିୱାନ କରୁଥିବାର ନଜର ଆସନ୍ତି। ଫିଲ୍ମ ସହିତ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍ ଜଣାଶୁଣା। ଭୋଜପୁରୀ ଅଭିନେତ୍ରୀ ପୁନମ୍ ଦୁବେ ନିକଟରେ ସମୁଦ୍ର କୂଳରେ ବିକିନି ପିନ୍ଧି ନିଜର ଆସିଥିଲେ। ପୁନମ ପିଙ୍କ ବିକିନିରେ ମତ୍ସ୍ୟକନ୍ୟା ପରି ସୁନ୍ଦର ଦେଖାଯାଉଛି। ପୁନମଙ୍କର ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ନିକଟରେ ପୁନମ ସୋସଆଲ ମିଡ଼ିଆରେ ନିଜ ବୋଲ୍ଡ ଫଟୋସୁଟର ଭିଡିଓ ସେୟାର କରିଥିଲେ। ଭିଡିଓରେ ପୁନମ ଦୁବେ ସମୁଦ୍ର ମଝିରେ ଗୋଲାପୀ ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସୁଛନ୍ତି। ପୁନମ ମଧ୍ୟ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କ୍ୟାପସନରେ ଲେଖିଛନ୍ତି, ‘‘ପାଗ ଥଣ୍ଡା ହୋଇଯାଇଛି, ଚାଲ ଟିକିଏ ନିଆଁ ଜଳାଇବା।’’ ସୋସିଆଲ ମିଡ଼ିଆରେ ଏପରି କ୍ୟାପସନ୍ ଏବଂ ବୋଲ୍ଡ ଭିଡିଓ ଦେଖି ଫ୍ୟାନ୍ସ ବାଃ ବାଃ କହିବାରେ ଲାଗିଛନ୍ତି। ପୁନମ ଦୁବେ ଫିଲ୍ମ 'ଜୋ ଜିତା ୱୋହି ସିକନ୍ଦର' ସହିତ ୨୦୧୪ରେ ଲୋକପ୍ରିୟତା ହାସଲ କରିଥିଲେ। ପୁନମ କେବଳ ଭୋଜପୁରୀ ଇଣ୍ଡଷ୍ଟ୍ରି ତାରକାଙ୍କ ସହ ନୁହେଁ ବରଂ ତାଙ୍କ କ୍ୟାରିୟରରେ ସୁପରଷ୍ଟାରଙ୍କ ସହ ମଧ୍ୟ କାମ କରିଛନ୍ତି। ସେହିପରି ପୁନମଙ୍କ ଫ୍ୟାନ୍ସ ଫଲୋଇଂ ସଂଖ୍ୟା ମଧ୍ୟ ଆକାଶ ଛୁଆଁ। ସୋସିଆଲ ମିଡ଼ିଆରେ ତାଙ୍କ ବୋଲ୍ଡ ଫଟୋ ଓ ସେକ୍ସି ଭିଡିଓ ଦେଖିବାକୁ ସବୁବେଳେ ଅପେକ୍ଷା କରିଥାଆନ୍ତି ଫ୍ୟାନ୍ସ।