ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ହଟ ଓ ବୋଲ୍ଡ ଅଭିନେତ୍ରୀ ମୋନାଲିସା ସୋସିଆଲ ମିଡ଼ିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ଫିଲ୍ମ ସହିତ ସୋସିଆଲ ମିଡ଼ିଆରେ ସେ ଫ୍ୟାନ୍ସଙ୍କୁ ବେଶ୍ ମନୋରଞ୍ଜନ କରନ୍ତି । ଇତିମଧ୍ୟରେ ଅଭିନେତ୍ରୀ ସ୍ୱାମୀ ବିକ୍ରାନ୍ତ ସିଂ ରାଜପୁତଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି, ଯାହାର କିଛି ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି