Home » photogallery » entertainment » BHOJPURI ACTRESS MONALISA SHARED PHOTO OF MALDIVES VACATION WITH HER HUSBAND 2LPD 230821

ସ୍ବାମୀଙ୍କ ସହ ମାଳଦ୍ବୀପରେ ରୋମାନ୍ସ କରୁଛନ୍ତି ମୋନାଲିସା; ଭାଇରାଲ ହେଉଛି ତାଙ୍କ ଫଟୋ

ଭୋଜପୁରୀର ଲୋକପ୍ରିୟ ଅଭିନେତ୍ରୀ ମୋନାଲିସା ବର୍ତ୍ତମାନ ମାଳଦ୍ବୀପରେ ଏନଜୟ କରୁଥିବାର ନଜର ଆସୁଛନ୍ତି । ଇନଷ୍ଟାଗ୍ରାମରେ ମାଲଦ୍ୱୀପରୁ ସେ ନିଜର କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଫ୍ୟାନ୍ସ କମେଣ୍ଟ କରି ତାଙ୍କର ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ।

  • |