Home » photogallery » entertainment » AT MET GALA 2021 MADONNA DAUGHTER LOURDES LEON SHOWS OFF ARMPIT HAIR 1AD 140921

Met Gala 2021: ମ୍ୟାଡୋନାଙ୍କ ଝିଅ ନିଜ କାଖ ତଳର ବାଳ ଦେଖାଇ ଖୁବ୍ ଚର୍ଚ୍ଚାକୁ ଆସିଲେ

Madonna's daughter Lourdes shows off armpit hair at Met Gala 2021 | ପ୍ରଖ୍ୟାତ ଗାୟିକା ମ୍ୟାଡୋନାଙ୍କ ଝିଅ ଲୋର୍ଡ଼ସ୍ ଲିଓନ୍ ପ୍ରମାଣ କରିଛନ୍ତି ଯେ ଯଦି ଆପଣ ନିଜ ପ୍ରକୃତ ବ୍ୟକ୍ତିତ୍ୱକୁ ଗ୍ଲାମର୍ ସହିତ ଉପସ୍ଥାପନ କରନ୍ତି ତାହେଲେ ତାହା ସ୍ମରଣୀୟ ହୋଇଯାଏ । ସେ ବିନା ଲଜ୍ଜାରେ ନିଜ ଆର୍ମପିଟ୍ ହେୟାର୍ ଦେଖାଇଥିଲେ ।

  • |