Home » photogallery » entertainment » ANVEER SINGH ENJOYS DELHI NIGHT OUT WITH ALIA BHATT KARAN JOHAR SHARE PHOTOS 2LPD 041221

ରଣବୀରଙ୍କ ଗର୍ଲଫ୍ରେଣ୍ଡ ଆଲିୟାଙ୍କ ସହ NIGHT OUTରେ ବାହାରିଲେ ରକି; ଫଟୋ ପୋଷ୍ଟ କଲେ କରନ

'ରକି ଔର ରାନୀ କି ପ୍ରେମ କାହାନୀ'ର ସୁଟିଂର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିନ୍ତୁ ନିକଟରେ କରନ ଜୋହର ଅଭିନେତା ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କ କିଛି ଫଟୋ ଶେୟାର କରି ଚର୍ଚ୍ଚାରେ ଆସିଥିଲେ । ଯାହା ବର୍ତ୍ତମାନ ବେଶ୍ ଭାଇରାଲ ହେଉଛି ।

  • |
)}