Home » photogallery » entertainment » ANURAG KASHYAP DAUGHTER AALIYAH KASHYAP SETS INTERNET ON FIRE SHOWS BODY IN PRINTED BIKINI 2LPD 230622

Bold Star Kid: ପୁଣି ବୋଲ୍ଡ ଅନ୍ଦାଜରେ ସମସ୍ତଙ୍କୁ ଘାଇଲା କଲେ ଅନୁରାଗ କଶ୍ୟପଙ୍କ ଲାଡଲୀ

Bold Star Kid: ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିୟା କଶ୍ୟପଙ୍କୁ ନେଇ ପ୍ରାୟତଃ ଚର୍ଚ୍ଚା ଦେଖିବାକୁ ମିଳେ। ଏଥର ମଧ୍ୟ ସମାନ ଘଟଣା ଘଟିଛି। ପୁଣିଥରେ ତାଙ୍କ ବୋଲ୍ଡ ଆଣ୍ଡ ସେକ୍ସି ଅନ୍ଦାଜ ସମସ୍ତଙ୍କୁ ଘାଇଲା କରିଛି।

  • |