Home » photogallery » entertainment » ANKITA LOKHANDE VICKY JAIN WEDDING PHOTOS SHARED BY PAVITRA RISHTA ACTRESS WITH FEELINGS 2LPD 151221

Ankita Vicky Wedding Album: ଅଙ୍କିତା ଲୋଖଣ୍ଡେ ସାଜିଲେ ମିସେସ୍ ଜୈନ; ଦେଖନ୍ତୁ ଫଟୋ

ଟିଭି ଓ ଫିଲ୍ମ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଙ୍ଗଳବାର ରାତିରେ ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ଭିକି ଜୈନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିବାହ ପରେ ଅଙ୍କିତା ନିଜ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡ଼ିଆରେ ବିବାହ ଉତ୍ସବର କିଛି ଫଟୋ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।

  • |