ପବିତ୍ର ରିସ୍ତା ଫେମ ଅଙ୍କିତା ଲୋଖଣ୍ଡେ ମୁମ୍ବାଇରେ ବିଲାସପୁର ବିଜନେସମ୍ୟାନ ତଥା ବୟଫ୍ରେଣ୍ଡ ଭିକି ଜୈନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧେ ହୋଇଛନ୍ତି । ୧୧ ତାରିଖେରୁ ଆରମ୍ଭ ହୋଇଥିବା ବିବାହ ଉତ୍ସବରେ ସେ ଖୁବ୍ ବ୍ୟସ୍ତ ଥିଲେ । ମଙ୍ଗଳବାର ରାତିରେ ଏହି କପଲ ପରିବାର ଓ କିଛି ବନ୍ଧୁଙ୍କ ସାମ୍ନାରେ ପରସ୍ପରକୁ ସାଥ ଜନ୍ମର ସାଥୀ କରିଛନ୍ତି । ଆଉ ଏବେ ବିବାହର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଚର୍ଚ୍ଚାରେ ଅଭିନେତ୍ରୀ ।