Home » photogallery » entertainment » ANKITA LOKHANDE LOOKS STUNNING IN YELLOW COLOUR DRESS 2LPD 220821

ହଳଦିଆ ଅନାରକଲି ସୁଟ୍ ପିନ୍ଧି ଫ୍ୟାନ୍ସଙ୍କ ହୋସ୍ ଉଡ଼ାଇଲେ ଅଙ୍କିତା ଲୋଖଣ୍ଡେ; ଭାଇରାଲ ହେଉଛି ଫଟୋ

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନୂଆ ସିରିୟଲ ‘ପବିତ୍ର ରିସ୍ତା ୨’କୁ ନେଇ କିଛି ଦିନରୁ ଚର୍ଚ୍ଚାରେ ରହିଆସୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଏକ ଅନାରକଲି ସୁଟ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

  • |