Home » photogallery » entertainment » ANANYA PANDAY HOT FASHION TIPS INDIAN AND WESTERN DRESS COLLECTION 2LPD 211221

ଷ୍ଟାଇଲିସ୍ ଅନ୍ଦାଜରେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରୁଛନ୍ତି ଅନନ୍ୟା ପାଣ୍ଡେ; ଭାଇରାଲ ହେଉଛି ଫଟୋ

Ananya Panday Fashion : ପ୍ରସିଦ୍ଧ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ତଥା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ ମିଡ଼ିଆରେ ଖୁବ୍ ଆକ୍ଟିଭ ନଜର ଆସନ୍ତି । ନିଜ ଷ୍ଟାଇଲ୍ ହେତୁ ସେ ପ୍ରାୟତଃ ହେଡଲାଇନରେ ରୁହନ୍ତି । ମାତ୍ର ୨୩ ବର୍ଷ ବୟସରେ ସେ ନିଜ ଅନ୍ଦାଜ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି ।

  • |
)}