Home » photogallery » entertainment » AMIR KHAN DAUGHTER IRA KHAN HAD SAID SHE WAS SEXUALLY EXPLOITED AT AGE 14 1AD 060721

‘‘୧୪ ବର୍ଷ ବୟସରେ ମୋ’ର ଯୌନ ଶୋଷଣ ହୋଇଥିଲା’’: ଆମିର୍ ଖାନ୍‌ଙ୍କ ଝିଅ ଇରା ଖାନ୍

Amir Khan's daughter Ira Khan had revealed she was sexually exploited at age 14 | ବଲିଉଡ ଅଭିନେତା ଆମୀର ଖାନଙ୍କ (Amir Khan) ଝିଅ ଇରା ଖାନ (Ira Khan) ନିକଟରେ ପ୍ରକାଶ କରିଥିଲେ ଯେ ସେ କିଶୋରୀ ଥିବା ବେଳେ ଜଣେ ପୁରୁଷ ତାଙ୍କର ଯୌନ ଶୋଷଣ (sexual exploitation) କରିଥିଲେ । ଇରା ଖାନ୍‌ ପରେ ଜଣେଇଥିଲେ ଯେ ସେ ମାନସିକ ଅବସାଦ (depression) ପାଇଁ ଚାରି ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି ।

  • |

ସାମ୍ପ୍ରତିକ ଖବର