ବର୍ତ୍ତମାନ ଏହି ୫ ଅଭିନେତ୍ରୀଙ୍କ ଫୋଟ ଦେଖି, ନିଜେ ସ୍ଥିର କରନ୍ତୁ କାହାର ବ୍ୟାକଲେସ୍ ଅବତାର ସବୁଠାରୁ ଆକର୍ଷଣୀୟ। କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲିଆ ଭଟ୍ଟଙ୍କୁ ଏକ ପୁରସ୍କାର ବିତରଣ ଉତ୍ସବରେ ପ୍ରଥମ ଥର ପାଇଁ ବ୍ୟାକଲେସ୍ ଦେଖାଯାଇଥିଲା। ପୂର୍ବରୁ ତାଙ୍କୁ ମିଳିଥିବା ସୁନ୍ଦରୀ ଟ୍ୟାଗ ବଦଳରେ ତାଙ୍କୁ ସମସ୍ତେ ବୋଲ୍ଡ ବୋଲି କହିଲେ। ଦିଶା ପଟାନି ବଲିଉଡ଼ର ସବୁଠାରୁ ହଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ସେ ପ୍ରତିଦିନ ବ୍ୟାକଲେସ ଡ୍ରେସରେ ଲୋକଙ୍କ ହୋସ ଉଡ଼ାଇ ଦିଅନ୍ତି। କରୀନା କପୁରଙ୍କୁ ମଧ୍ୟ ଅନେକ ଥର ଏକ ବ୍ୟାକଲେସ୍ ଅବତାରରେ ଦେଖିବାକୁ ମିଳିଛି। ଯଦିଓ ପ୍ରିୟଙ୍କା ଚୋପ୍ରା ଜୋନାସ୍ ତାଙ୍କ ବୋଲ୍ଡ ପୋଷାକ ପାଇଁ ଶହ ଶହ ଥର ଚର୍ଚ୍ଚାରେ ରହିଆସିଛନ୍ତି, କିନ୍ତୁ ଶାଢ଼ୀରେ ଥିବା ତାଙ୍କ ବ୍ୟାକଲେସ୍ ଅବତାର ଆଜି ପର୍ଯ୍ୟନ୍ତ ଲୋକଙ୍କ ହୃଦୟକୁ କାବୁ କରି ନେଇଛି। ବିଦ୍ୟା ବାଲାନ୍, ଯିଏକି ତାଙ୍କ ଶାଢ଼ୀ ଲୁକ୍ ପାଇଁ ପ୍ରଶଂସା ପାଇଥିଲେ। ସେ ପ୍ରମାଣ କରିଥିଲେ ଯେ ଏକ ଶାଢ଼ୀଠାରୁ ଅଧିକ ସୁନ୍ଦର ପୋଷାକ ନାହିଁ।