Home » photogallery » entertainment » ACTRESSES WHO ABUSED BY THEIR HUSBAND AND BOYFRIEND 2LPD 120123

କେବେ ସ୍ବାମୀଙ୍କଠୁ ମାଡ଼, କେବେ ବୟଫ୍ରେଣ୍ଡ ଉଠାଇଥିଲେ ହାତ; ଏହି ଅଭିନେତ୍ରୀଙ୍କ ଦୁଃଖ କାହାଣୀ

Actresses who abused by their partners: ବଲିଉଡ ଏବଂ ଟେଲିଭିଜନ ଦୁନିଆରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଘରୋଇ ହିଂସାର ଯନ୍ତ୍ରଣା ଭୋଗୁଛନ୍ତି। କିଛି ଅଭିନେତ୍ରୀ ନିଜ ସ୍ବାମୀଙ୍କଠୁ ମାଡ଼ ଖାଇଥିବା ବେଳେ ଆଉ କିଛି ଅଭିନେତ୍ରୀ ବୟଫ୍ରେଣ୍ଡ ଉଠାଇଥିଲେ ହାତ। ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ।

  • |

തത്സമയ വാര്‍ത്തകള്‍