Home » photogallery » entertainment » ACTRESS VAANI KAPOOR WORKED AT HOTEL DID MODELLING1 1AD 230821

HBD ବାଣୀ କପୁର୍: ଗ୍ରାଜୁଏସନ୍ ପରେ ହୋଟେଲ୍‌ରେ କାମ କଲେ, ତା’ ପରେ ମଡେଲିଂ, ତା’ ପରେ ଅଭିନୟ

Actress Vaani Kapoor birthday | ବାଣୀ IGNOUରୁ ପର୍ଯ୍ୟଟନରେ ସ୍ନାତକ ଡିଗ୍ରୀ ପାଇଛନ୍ତି । କିଛି ଦିନ ମଡେଲିଂ କରିବା ପରେ ସେ ଅଭିନୟ କରିବାକୁ ସ୍ଥିର କରିଥିଲେ, ହେଲେ ତାଙ୍କ ପିତା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ବାଣୀ ଫିଲ୍ମ ‘ବେଲ୍ ବଟମ୍’ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ।

  • |

ସାମ୍ପ୍ରତିକ ଖବର