ଏହି ଖୁସି ଖବର ଶେୟାର୍ କରି ଉର୍ବଶୀ ରାଉତେଲା ନିଜ ସୋସିଆଲ ମିଡି଼ଆ ଆକାଉଣ୍ଟରେ ଲେଖିଛନ୍ତି, ‘‘ମୁଁ ହେଉଛି ପ୍ରଥମ ଭାରତୀୟ ମହିଳା ଯାହାଙ୍କୁ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୦ ବର୍ଷ ପାଇଁ ଏହି ଗୋଲ୍ଡେନ୍ ଭିସା ମିଳିଛି । ମୋ’ ଏବଂ ମୋ ପରିବାର ଏହି ଅଦ୍ଭୁତ ପରିଚୟ ପାଇଁ କୃତଜ୍ଞ ଅନୁଭବ କରୁଛୁ । ୟୁ.ଏ.ଇ. ସରକାର, ସେଠାକାର ଶାସକ ଓ ଲୋକଙ୍କୁ ମୋ’ର ଶୁଭେଚ୍ଛା ।’’