ଏହି ଶୋ’ରେ ବାକି ପ୍ରତିଯୋଗୀମାନଙ୍କ ସହ ସେ କେମିତି ମୁକାବିଲା କରିବେ ଜାଣିବାକୁ ଉର୍ଫିଙ୍କ ପ୍ରଶଂସକମାନେ ଚାହିଁ ରହିଛନ୍ତି । ‘ବିଗ୍ ବସ୍ OTT’ରେ ଦର୍ଶକମାନେ ପ୍ରତ୍ୟେକ ପ୍ରତିଯୋଗୀଙ୍କ କାର୍ଯ୍ୟ, ପ୍ରବେଶ ଓ ପ୍ରସ୍ଥାନ ବିଷୟରେ ନିଷ୍ପତ୍ତି ନେବାକୁ ସମର୍ଥ ହେବେ। (ସବୁ ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / urf7i)