Home » photogallery » entertainment » ACTRESS TRIDHA CHOUDHURY BIKINI PHOTOS GOING VIRAL ON INSTAGRAM 2LPD 060921

ବିକିନି ପିନ୍ଧି ସମସ୍ତଙ୍କ ହୋସ୍ ଉଡାଇଲେ ଅଭିନେତ୍ରୀ ତ୍ରିଧା ଚୌଧୁରୀ; ଦେଖିବାକୁ ମିଳୁଛି ତାଙ୍କ ବୋଲ୍ଡ ଅବତାର

ଟିଭି ଓ ୱେବ୍ ସିରିଜରେ ଦମଦାର ଅଭିନୟ କରିସାରିଥିବା ଲୋକପ୍ରିୟ ଅଭିନେତ୍ରୀ ତ୍ରିଧା ଚୌଧୁରୀଙ୍କୁ ନେଇ କିଛି ଦିନରୁ ଚର୍ଚ୍ଚା ଖୁବ୍ ହେଉଛି, କାରଣ ସୋସିଆଲ ମିଡ଼ିଆରେ ଗତ କିଛି ଦିନରୁ ତାଙ୍କ ବିକିନି ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି । ବିକିନି ପିନ୍ଧି ଫ୍ୟାନ୍ସଙ୍କ ମନ କିଣିବାରେ ଲାଗିଛନ୍ତି ସେ।

  • |