ମ୍ୟୁଜିକ୍ ଭିଡିଓ 'ବବୁନି ତେରେ ରଙ୍ଗ ମେଁ'ରେ ଭୋଜପୁରୀ ଅଭିନେତା ପୱନ ସିଂଙ୍କ ସହ କାମ କରିଥିବା ଅଭିନେତ୍ରୀ ତ୍ରିଦା ଚୌଧୁରୀ ତାଙ୍କ ଦମଦାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ହୁଅନ୍ତି । ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ସେ ଗୋଟିଏ ବି ସୁଯୋଗ ଛାଡ଼ନ୍ତି ନାହିଁ । ସେ ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଫ୍ୟାନ୍ସଙ୍କୁ ଖୁସ୍ କରିଦିଅନ୍ତି । ଇତିମଧ୍ୟରେ ସେ ବର୍ତ୍ତମାନ ନିଜର ଏକ ବିକିନିରେ ଫଟୋ ଶେୟାର କରି ସମସ୍ତଙ୍କ ଟେମ୍ପରଚର ବଢ଼ାଇ ଦେଇଛନ୍ତି । ତାଙ୍କର ବୋଲ୍ଡ ଅବତାର ଦେଖି ପ୍ରଶଂସକମାନେ ପୁଣି ଥରେ ତାଙ୍କ ଉପରେ ହୃଦୟ ହରାଇଛନ୍ତି ବସିଛନ୍ତି ।