Home » photogallery » entertainment » ACTRESS SHANAYA KATWE ARRESTED FOR BROTHER MURDER1 1AD 290421

ପ୍ରେମରେ ବଡ଼ ଭାଇ ବାଧା ସାଜିବାରୁ ପ୍ରେମିକ ସହ ମିଶି ତା’ ମୁଣ୍ଡ କାଟି ହତ୍ୟା କରିଥିଲେ ଏହି ଅଭିନେତ୍ରୀ

ରାକେଶଙ୍କୁ ତଣ୍ଟି ଚିପି ହତ୍ୟା କରିବାର ଦିନକ ପରେ ଶନାୟାଙ୍କ ପ୍ରେମିକ ଓ ତାଙ୍କ ସାଙ୍ଗମାନେ ତାଙ୍କ ମୁଣ୍ଡକୁ କାଟି ଦେଇଥିଲେ ଓ ମୃତ ଦେହକୁ କାଟି ଟୁକୁଡ଼ା ଟୁକୁଡ଼ା କରିଥିଲେ । ସହରର ବିଭିନ୍ନ ସ୍ଥାନରେ ସେଗୁଡ଼ିକୁ ପକାଇ ଦେଇଥିଲେ ।

  • |

തത്സമയ വാര്‍ത്തകള്‍