ବଲିଉଡ୍ ଅଭିନେତ୍ରୀ ଶମା ସିକନ୍ଦର୍ (Shama Sikander) ନିଜ ଫଟୋଗୁଡ଼ିକୁ ନେଇ ସୋସିଆଲ ମିଡି଼ଆରେ ଚର୍ଚ୍ଚାରେ ଅଛନ୍ତି । ଏହି ଫଟୋଗୁଡ଼ିକରେ ଶମା ଏକ ଲାଲ୍ ଶାଢ଼ୀ ପିନ୍ଧିଥିବା ଦେଖାଯାଉଛି । ଶମା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଫଟୋଗୁଡ଼ିକୁ ଶେୟାର୍ କରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କର ଏହି ସବୁ ଫଟୋକୁ ବହୁତ ପସନ୍ଦ କରୁଛନ୍ତି ।