ସାଉଥ ସିନେମାର ଅଭିନେତ୍ରୀ ତଥା ନାଗାର୍ଜୁନଙ୍କ ବୋହୂ ସମନ୍ଥା ଆକ୍କିନେନି ଗତ କିଛି ଦିନ ହେବ ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ସହ ସମ୍ପର୍କ ବାବଦରେ ଆଲୋଚନା ଜୋର ଧରିଛି। ଉଭୟଙ୍କ ଛାଡପତ୍ର ବିଷୟରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀ ନିଜ ବନ୍ଧୁଙ୍କ ସହ ଏକାକୀ ଗୋଆ ଯାଇଛନ୍ତି, ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଗୋଆକୁ ଏକୁଟିଆ ଯିବା ପ୍ରଶଂସକଙ୍କୁ ଚକିତ କରିଛି। (ଇନଷ୍ଟାଗ୍ରାମ / ସମନ୍ଥା / ଫଟୋ)