Home » photogallery » entertainment » ACTRESS PAVITRA PUNIA CELEBRATE EIJAZ KHAN BIRTHDAY IN ROMANTIC STYLE 2LPD 290821

PICS: ରୋମାଣ୍ଟିକ୍ ଅନ୍ଦଜାରେ ବୟଫ୍ରେଣ୍ଡ ଏଜାଜ ଖାନଙ୍କ ବର୍ଥଡେ ସେଲିବ୍ରେଶନ କଲେ ପବିତ୍ରା ପୁନିଆ; ଭାଇରାଲ ହେଉଛି ଫଟୋ

ରିୟାଲିଟି ଶୋ ‘ବିଗ୍ ବସ୍ ୧୪’ ଫେମ ପବିତ୍ରା ପୁନିଆ ଓ ଏଜାଜ ଖାନଙ୍କ ରିଲେସନଶିପ ପ୍ରତି ଦିନ ହେଡଲାଇନରେ ରହିଆସିଛି । ନିକଟରେ ପବିତ୍ରା ବୟଫ୍ରେଣ୍ଡ ଏଜାଜ ଖାନଙ୍କ ୪୬ତମ ଜନ୍ମ ଦିନ ପାଳନ କରିଥିଲେ ।

  • |