Home » photogallery » entertainment » ACTRESS NORA FATEHI SIZZLES IN WHITE BODYCON DRESS 1AD 160921

ନୋରା ଫତେହିଙ୍କ ପାଇଁ ସମସ୍ୟା ପାଲଟିଗଲା ଏହି ଡ୍ରେସ୍! କ୍ୟାମେରା ଆଗରେ ଡ୍ରେସ୍ ସଜାଡି଼ଲେ

Actress Nora Fatehi sizzles in white bodycon dress | ଯେତେବେଳେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ଏହି ଧଳା ବଡିକନ୍ ଡ୍ରେସ୍ ପିନ୍ଧି ମୁମ୍ବାଇରେ ଏକ କାରରୁ ଓହ୍ଲାଇଲେ, ତାଙ୍କ ଷ୍ଟାଇଲ୍ ଦେଖି ପ୍ରଶଂସକଙ୍କ ଆଖି ତାଙ୍କ ଉପରେ ଅଟକିଯାଇଥିଲା । ତାଙ୍କର ଏହି ଅବତାର ସୋସିଆଲ୍ ମିଡି଼ଆରେ ଭାଇରାଲ ହେଉଛି ।

  • |

തത്സമയ വാര്‍ത്തകള്‍