Home » photogallery » entertainment » ACTRESS MINISSHA LAMBA SHARES PHOTO OF KISSING BOYFRIEND 1AD 280821

Minissha Lamba Viral: ନିଜ ବୟଫ୍ରେଣ୍ଡଙ୍କୁ ଘନିଷ୍ଠ ଚୁମ୍ବନ ଦେଲେ ଅଭିନେତ୍ରୀ ମିନିଶା, କହିଲେନି ତାଙ୍କ ନାଁ

Bollywood actress Minissha Lamba shares kiss photo with boyfriend | ବଲିଉଡ ହିରୋଇନ୍ ମିନିଶା ଲାମ୍ବା ପୂର୍ବରୁ କହି ସାରିଛନ୍ତି ଯେ ତାଙ୍କ ବୟଫ୍ରେଣ୍ଡ୍ ମନୋରଞ୍ଜନ ଜଗତ ସହିତ ଜଡିତ ନୁହଁନ୍ତି । ବୟଫ୍ରେଣ୍ଡଙ୍କ ସହ ଘନିଷ୍ଠ ଚୁମ୍ବନର ଫଟୋ ପରେ ଜାକୁଜିରେ ତାଙ୍କ ସହ ଏକାଠି ସମୟ ବିତାଇବାର ଫଟୋ ବି ଶେୟାର୍ କରିଛନ୍ତି ସେ ।

  • |