Home » photogallery » entertainment » ACTRESS HANSIKA MOTWANI WEDDING RITUALS BEGIN MEHENDI CEREMONY 2LPD 031222

ଆରମ୍ଭ ହେଲା ହଂସିକା ମୋଟୱାନୀଙ୍କ ପ୍ରି-ୱେଡ଼ିଂ ସେରେମନି; ହାତରେ ଲଗାଇଲେ ମେହେନ୍ଦୀ

ବଲିଉଡ ଓ ସାଉଥର ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହର ପ୍ରି-ୱେଡିଂ ସେରେମନି ଆରମ୍ଭ ହୋଇଯାଇଛି। ଗୁରୁବାର ରାତିରେ ତାଙ୍କର ମେହେନ୍ଦୀ ସମାରୋହ ଆୟୋଜିତ ହୋଇଥିଲା, ଯାହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଡିସେମ୍ବର ୪ରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି।

  • |

തത്സമയ വാര്‍ത്തകള്‍