ଜଣାଶୁଣା ଟିଭି ଅଭିନେତ୍ରୀ ଅବନୀତ୍ କୌର (Avneet Kaur) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଅନେକ ଫଟୋ ଶେୟାର୍ କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଅନେକ ଫଟୋ ସୋସିଆଲ୍ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି । ସେ ଏବେ ନିଜ ନୂଆ ଫଟୋସୁଟ୍ ଶେୟାର୍ କରିଛନ୍ତି । ଫଟୋଗୁଡ଼ିକ ଇଣ୍ଟରନେଟରେ ଆଦୃତ ହେଉଛି ।