Home » photogallery » entertainment » ACTRESS ANANYA PANDEY WHATSAPP CHAT WITH ARYAN KHAN ON DRUGS2 1AD 231021

‘‘ମୁଁ ଆଗରୁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍‌ ଖାନଙ୍କୁ

Actress Ananya Pandey’s WhatsApp chat with Aryan Khan on drugs under NCB scanner | ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନ୍‌.ସି.ବି. ଅଧିକାରୀମାନଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇଥିଲେ ଅନନ୍ୟା ପାଣ୍ଡେ । ତାଙ୍କୁ ପଚରାଯାଇଥିଲା: ‘‘ଆପଣ ଆର୍ୟନ ଖାନଙ୍କୁ ଜାଣନ୍ତି?’’; ‘‘ଆର୍ୟନଙ୍କୁ ଡ୍ରଗ୍ସ ନେଉଥିବା ଦେଖିଛନ୍ତି କି?’’; ‘‘ଆର୍ୟନ କାହାଠୁ ଡ୍ରଗ୍ସ ନେଇଥିଲେ?’’ ଆଦି ।

  • |

ସାମ୍ପ୍ରତିକ ଖବର