Home » photogallery » entertainment » ACTOR PINTU NANDA PASSES AWAY KNOW ABOUT HIS ACTING CAREER

ଟିଭିରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ପିଣ୍ଟୁ ନନ୍ଦ; ଏହି ଫିଲ୍ମ ପାଇଁ ପାଇଥିଲେ ଶ୍ରେଷ୍ଠ ପୁରସ୍କାର

Pintu Nanda Passes Away: ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ବୁଧବାର ଦିନ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ପୁଣି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି। କିଛି ମାସ ହେବ ଲିଭର ସିରୋସିସ୍ ଭଳି ଦୂରାରୋଗ୍ୟ ବ୍ୟାଧି ସହ ଲଢ଼ୁଥିବା ପିଣ୍ଟୁ।

  • |

തത്സമയ വാര്‍ത്തകള്‍